କୋଷାପାନ
ଦେଖଣା
କୋଷାପାନ —
ଉଚ୍ଚାରଣ: Koshapāna
ସଂ. ବି —
ପ୍ରାଚୀନକାଳରେ ଅଭିଯୁକ୍ତ ବ୍ୟକ୍ତିର ପରୀକ୍ଷାବିଧି— ବିଶେଷ —A kind of ordeal for testing an accused in ancient times.
[ଦ୍ର—ଏଥିରେ ଅଭିଯୁକ୍ତ ବ୍ୟକ୍ତି ଏକଦିନ ଉପବାସ କରିବା ପରେ ପରୀକ୍ଷା ସମୟରେ ଜଣେ କେତେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ମୁଖରେ ତିନି ପୋଷ ଜଳ ପିଉଥିଲା—ହି. ଶବ୍ଦସାଗର]