Jump to content

କୋଷ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଟ
ଉଚ୍ଚାରଣ: Koshṭa

ଗ୍ରା. ବି.—(ସଂ. କୁଷ୍ଠ) —

୧: କୁଷ୍ଠରୋଗ — ୧. Leprosy.

୨: (ସଂ. କୋଷ୍ଠ)—ଉଦରମଧ୍ୟସ୍ଥ ମଳଭାଣ୍ଡ — ୨. Intestines.