କୋଷ୍ଟା
ଦେଖଣା
କୋଷ୍ଟା —
ଉଚ୍ଚାରଣ: Koshṭā
ଗ୍ରା. ବି. (ସଂ. କୋଷ୍ଠ) —
କୋଷ୍ଠା (ଦେଖ) Koshṭhā (See)
ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଷ) —
ତସର ଖୋଷାରୁ ସୂତା ବାହାର କରି ମଠା ବୁଣିବା ତନ୍ତୀ ଜାତି (ଏମାନେ ସାଧାରଣ ତନ୍ତୀଙ୍କ ପରି ଅସ୍ଫୃଶ୍ୟ ନୁହନ୍ତି) —A class of touchable weavers of coarse silk cloth of Sambalpur.