Jump to content

କୋଷ୍ଟ୍କେନାଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଟ୍କେନାଲ
ଉଚ୍ଚାରଣ: Koshṭkenāl

ବୈଦେ. ବି. (ଇଂ) —

ଓଡ଼ିଶାର ସମୁଦ୍ରକୂଳେକୂଳେ ଖୋଳାଯାଇଥିବା ଗୋଟିଏ ନାଳ —The Coast- canal of Orissa.

[ଦ୍ର—ଏହି କେନାଲ କଟକ ଜିଲ୍ଲାର ତାଳଦଣ୍ଡା ଠାରୁ କଲିକତା ନିକଟବର୍ତ୍ତୀ ଗେବାଁ ଖାଲି ଯାଏ ପଡ଼ିଅଛି, ଓଡ଼ିଶାରେ ରେଲ ହୋଇ ନ ଥିବା ବେଳେ ଏହି କେନାଲ୍ରେ କଟକଠାରୁ କଲିକତା ଆଡ଼କୁ ନୌବାଣିଜ୍ୟ ଚଳୁ ଥିଲା, ଏହି କେନାଲ୍ଦ୍ବାରା କୃଷିର ବିଶେଷ ଉପକାର ହୁଏ ନାହିଁ]