Jump to content

କୋଷ୍ଠକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠକ
ଉଚ୍ଚାରଣ: Koshṭhaka

ସଂ. ବି. (କୋଷ୍ଠ+ସ୍ବାର୍ଥେ. କ) —

୧: ଧାନକାଠି; ଅମାର; ଶସ୍ୟାଗାର — ୧. Granary.

୨: ପାଚିରି; ପର୍ଛିତ୍ — ୨. Compound wall; a surrounding wall.

୩: ଗୋମେଷାଦି ପାଣି ପିଇବା ପାଇଁ ନିର୍ମିତ ଇଟାର କୁଣ୍ଡ — ୩. A brike-trough for watering cattle.

୪: କାଗଜ ଆଦି ଉପରେ ଅଙ୍କିତ ବହୁତ ଘରା ଥିବା କ୍ଷେତ୍ର; ସାରଣୀ (ହି ଶବ୍ଦସାଗର) — ୪. A drawing drawn on paper etc containing many enclosed spaces or figures.

୫: ଲେଖାରେ ବ୍ୟବହୃତ ବନ୍ଧନୀ ଚିହ୍ନ — ୫. The signs of brackets.