କୋଷ୍ଠପାଳ
ଦେଖଣା
କୋଷ୍ଠପାଳ —
ଉଚ୍ଚାରଣ: Koshṭhapāḻa
কোটা
कोतबाळ
କୋଷ୍ଠ+ପାଳି ଧାତୁ+କର୍ତ୍ତୃ. ଅ; ତୁଳ. ଇଂ. କନେଷ୍ଟବଲ୍) —
୧: କଟୁଆଳ; ଦୁର୍ଗରକ୍ଷକ — ୧. Warder of a fort.
୨: କନିଷ୍ଟବିଲ୍; ପହରାବାଲା; ଜଗୁଆଳି — ୨. A guard; watch-man; constable.
୩: ଧନାଗାରର ରକ୍ଷକ — ୩. Treasurer;treasury-guard.
୪: ଭଣ୍ଡାର ରକ୍ଷକ — ୪. Store-keeper; steward.