Jump to content

କୋଷ୍ଠବନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠବନ୍ଧ
ଉଚ୍ଚାରଣ: Koshṭhabaddha

(କୋଷ୍ଠବଦ୍ଧତା—ବି)

ସଂ. ବିଣ —

ୟାହାର କୋଷ୍ଠଶୁଦ୍ଧି ହୋଇନାହିଁ — Costive; having no evacuation of bowels.