Jump to content

କୋଷ୍ଠଶୁଦ୍ଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠଶୁଦ୍ଧି
ଉଚ୍ଚାରଣ: Koshṭhaṡuddhi

ସଂ. ବି. (୬: ଷ୍ଠୀ ତତ୍ କୋଷ୍ଠ+ଶୁଦ୍ଧି) —

ସଫାଝାଡା ହେବା; ଅକ୍ଳେଶରେ ଉଦରସ୍ଥ ମଳର ବହି ଗମନ; ମଳଭାଣ୍ଡ ପରିଷ୍କାର ଥିବା ଅବସ୍ଥା —Regular motions; free evacuation of the bowels; clearance of the stomach.