କୋଷ୍ଠଶୁଦ୍ଧି କରିବା
ଦେଖଣା
କୋଷ୍ଠଶୁଦ୍ଧି କରିବା —
ଉଚ୍ଚାରଣ: Koshṭhaṡuddhi karibā
ଦେ. କ୍ରି —
ବାହ୍ୟ ଉପାୟ (ଯଥା—ପିଚିକାରି, ସନ୍ଥାଗୁଞ୍ଜା ଆଦି) କିମ୍ବା ଔଷଧ— ସେବନ (ଜୁଲାପ) ଦ୍ବାରା ଝାଡ଼ା ସଫା ବା ମଳ ନିର୍ଗମନ କରାଇବା —To cause evacuation of the bowels by internal (taking medicine) or by external means (enema etc.)