Jump to content

କୋଷ୍ଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠା
ଉଚ୍ଚାରଣ: Koshṭhā

ଦେ .ବି. (ସଂ କୋଷ୍ଠୀ) —

୧: ଜନ୍ନକାଳର ଗ୍ରହନକ୍ଷତ୍ରାଦିଙ୍କ ଅବସ୍ଥିତିଜ୍ଞାପକ ଚିତ୍ରି —୧. The drawing of a zodiscal figure showing the postion or dispesitjon of various plantes at the time of a persons birth.

୨: ଜାତକ; ଜନ୍ମପତ୍ରିକା —୨. Horoscope.

୩: ଟିପଣା; ଜନ୍ମପତ୍ରିକାରୁଉଦ୍ଧୃତ କେତେକ ଜ୍ଞାତବ୍ୟ ଅଂଶ — ୩. A memo or extract from the horoscope; necessary extracts from the horoscope (for the purpose of calculating roughly if the presiding planets of the bride and the bride—groom elect agree)

[ଦ୍ର—କୌଣସି ବରକନ୍ୟାପ୍ରସ୍ତାବ କରାଗଲେ ଉଭୟଙ୍କ ଜାତକରୁ ସବିଶେଷ ଗଣନା କରାଯିବା ପୂର୍ବରୁ ମୋଟାମୋଟି କେତେକ ଗଣନା କରିବା ପାଇଁ ଜାତକରୁ କୋଷ୍ଠା ଟିପିନିଆ— ଯାଏ]