Jump to content

କୋଷ୍ଠାଗାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠାଗାର
ଉଚ୍ଚାରଣ: Koshṭhāgāra

ସଂ. ବି. (କୋଷ୍ଠ+ଆଗାର=ଘର) —

୧: ଧନାଗାର — ୧. Treasdury.

୨: ଭଣ୍ଡାର —୨. A store; store-room.

୩: କୋଠୀ; ଶସ୍ୟାଗାର —୩. Granary.