Jump to content

କୋଷ୍ଠାଗାରିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠାଗାରିକ
ଉଚ୍ଚାରଣ: Koshṭhāgārika

ସଂ. ବି. —

୧: ଖାବାଞ୍ଚି — ୧. A treasurer.

୨: ଭଣ୍ଡାରଘରିଆ —୨. A store-keeper.

୩: ଖୋଳ ମଧ୍ୟରେ ରହିବା ଜନ୍ତୁ (ଗେଣ୍ଡା, ଶାମୁକା, କଇଞ୍ଚ) — Animal living inside shells.