କୋଷ୍ଠାଗ୍ନି
ଦେଖଣା
କୋଷ୍ଠାଗ୍ନି —
ଉଚ୍ଚାରଣ: Koshṭhāgni
ସଂ. ବି. (ମ. ପ. ଲୋ; କୋଷ୍ଠସ୍ଥ ଅଗ୍ନି) —
ଉଠରାଗ୍ନି; ଶରୀରଭ୍ୟନ୍ତରସ୍ଥ ଖାଦ୍ୟଜୀର୍ଣ୍ଣକାରୀଶକ୍ତି — The dogestove fire; gastric juice.
[ଦ୍ର—ଆଧୁନିକ ବିଜ୍ଞାନ ମତରେ ଗୋଟିଏ ଅନ୍ତର୍ଦେହିକ ରସଦ୍ବାରା ଖାଦ୍ୟବସ୍ତୁମାନ ଜୀର୍ଣ୍ଣ ହେଇ ରକ୍ତ ଓ ମଳାଦିରେ ପରିଣତ ହୁଏ]