Jump to content

କୋଷ୍ଠୀକାଟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠୀକାଟିବା
ଉଚ୍ଚାରଣ: Koshṭhī kāṭibā
কোষ্ঠীকাটা काष्ठिकाटना

ଦେ. କ୍ରି. —

ଜ୍ଯୋତିଷ ଗଣନାର୍ଥ ଭୂମିରେ ବା କାଗଜ ଆଦି ଉପରେ ଜନ୍ମପତ୍ରିକାର ରାଶିଚକ୍ରକୁ ଲେଖିବା —To draw the figure of one's natal signs on the ground or on paper.