Jump to content

କୋଷ୍ଠୀ ଉଦ୍ଧାର କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଠୀ ଉଦ୍ଧାର କରିବା
ଉଚ୍ଚାରଣ: Koshṭhī uddhāra karibā

ଦେ. କ୍ରି. —

ହଜି ଯାଇଥିବା ଜନ୍ମପତ୍ରିକାର ଲଗ୍ନାଦି ନିର୍ଣ୍ଣୟ କରି ନୂତନ ଜନ୍ମ— ପତ୍ରିକା ପ୍ରସ୍ତୁତ କରିବା —To find out (by astrological calculation from avalable data) the relative positions of the plantes at one's nativity in a case where the original horoscope is missing.