Jump to content

କୋଷ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋଷ୍ଣ
ଉଚ୍ଚାରଣ: Koshṇa

(କବୁଷ୍ଣ; କବୋଷ୍ଣ—ଅନ୍ୟରୂପ)

(କୋଷ୍ଣତା—ବି)

ସଂ. ବିଣ—(କୁ=ଈଷତ୍+ଉଷ୍ଣ; କୁ ସ୍ଥାନରେ ବା ଆଦେଶ)— —

ଅଳ୍ପ ଉଷ୍ମ; ସାମାନ୍ୟ ଉଷୁମ; ନଖଉଷୁମ — Lukewarm; moderately or slightly warm; tepid.