କୋହ
ଦେଖଣା
କୋହ —
ଉଚ୍ଚାରଣ: Koha
কোধ
कोह
ଦେ. ବି. (ସଂ. କ୍ରୋଧ; ପ୍ରା. କୋହ) —
୧: କୋପ; କ୍ରୋଧ — ୧. Anger; fit of anger.
ଜାଣିଲି ନାଶୟିବେ ରାକ୍ଷସେ ତୋ କୋହେ କୃଷ୍ଣସିଂହ. ମହାଭାରତ. ବନ
୨: ବିକଳ କାନ୍ଦଣା — ୨. Wailing; sobbing; lamentation.
୩: ଶୋକ; ଗଭୀର ଦୁଃଖ —୩. Grief; anguish
ଘଡ଼ିବେ ତାଙ୍କୁ ମୁଲକୁଁ ତଡ଼ିଦେବା ଛାଡ଼ିୟିବ ସର୍ବ କୋହ ବ୍ରଜନାଥ. ସମରତରଙ୍ଗ.
୪: ତେଜ; (ଅଗ୍ନି) ଆଦିର ଆଧିକ୍ୟ — ୪. Excess; fury (of heat).
ପୁଣି ପୋଡ଼ି ୟାଉଆଏ ସେ ଅଗ୍ନି କୋହେ କୃଷ୍ଣସିଂହ. ମହାଭାରତ. ସଭା