କୋହରିବା
ଦେଖଣା
କୋହରିବା —
ଉଚ୍ଚାରଣ: Koharibā
ফুঁপাইয়াকাঁদা
कराहमा
ଗ୍ରା. କ୍ରି. (ସଂ. କ୍ରୋଧ; ତୁଳ. ହି କୁହନା; କୋହନା= ରାଗିବା,ରୁଷିବା) —
ଅସନ୍ତୋଷର ବିକଳ ହୋଇ କାନ୍ଦିବା; କନ୍ଦାକଟାକରିବା; ଶକେଇ ହେବା; ଘୁମୁରି କରି କାନ୍ଦିବା —To complain bewailingly; tolament loudly and long.