Jump to content

କୋହଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋହଲ
ଉଚ୍ଚାରଣ: Kohala

ସଂ. ବି (କୁ+ହଳ୍ ଧାତୁ=ଆକର୍ଷଣ କରିବା+ଅ) —

୧: ମଦ୍ୟବିଶେଷ; ୟବରୁ ପ୍ରସ୍ତୁତ ମଦ; ସୁରସାର — ୧. Alcohol; barly-wine.

[ଦ୍ର—ଏହି ସଂସ୍କୃତ 'କୋହଲରୁ' ଆରବୀ 'କୋହଲ୍ ବା ଆଲକୋହଲ୍' ଓ ଆରବୀରୁ ଇଂରାଜୀରେ ଆଲକୋହଲ୍ ଶବ୍ଦ ଚଳି ଅଛି]

୨: କୋମଳ ଆଘାତରେ ବାଜିବା ବାଦ୍ୟ ବିଶେଷ — ୨. A kind of drum which is slightly struck.

୩: ନାଟକାଦିର ରଚୟିତାବିଶେଷ —୩. A class of dramatic authors; authors of light dramas.

୪: (ନାମ) ନାଟକର ପ୍ରଥମ ଆବିଷ୍କର୍ତ୍ତା — ୪. Name of the first author of drama.