Jump to content

କୋହଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋହଳ
ଉଚ୍ଚାରଣ: Kohaḻa

ସଂ. ବିଣ—(କୁ+ହଳ ଧାତୁ+ଅ) —

ଅସ୍ପଷ୍ଟରୂପେ କଥା କହୁଥିବା —Speaking indistinctly.

চিলা ढौका

ଦେ. ବିଣ. (ସଂ. କୋମଳ; ଶିଥିଳ, ପ୍ରା. ଶିଢିଳ) —

୧: ନରମ —୧. Soft.

କୋହଳ ପାଇଲେ ଦୋହଡ଼ ଚଷନ୍ତି—ଢଗ

୨: ହୁଗୁଳା —୨. Slack; loose.

୩: ଶିଥିଳ —୩. Lax.