କୋହୋଲା
ଦେଖଣା
କୋହୋଲା —
ଉଚ୍ଚାରଣ: Koholā
কূয়াসা
कोहरा
कोहरेदार
ଦେ. ବି (ସଂ. କୁହେଲି; କୁ. ହି. କୋହରା= କୁହୁଡ଼ି) —
ଅଳ୍ପକେ ଶୀତ କରୁଥିବା ଏବଂ ମେଘ ଓ କୁହୁଡ଼ି ଘୋଟିବା (ପାଗ) —Chilly weather.
ଦେ. ବିଣ —
କୁହୁଡ଼ିଯୁକ୍ତ (ପାଗ) — Foggy; misty (weather).