Jump to content

କୋହ ଉପୁଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋହ ଉପୁଜିବା
ଉଚ୍ଚାରଣ: Koha upujibā

ଦେ. ବି. (ସଂ. କ୍ରୋଧ + ଉପଜାତ) —

୧: କ୍ରୋଧ ଜାତ ହେବା — ୧. Rising of a feeling of anger.

୨: ଶୋକ ଜାତ ହେବା — ୨. The State of being afficted with grief.