Jump to content

କୋହ ବହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୋହ ବହିବା
ଉଚ୍ଚାରଣ: Koha bahibā
ক্রোধবহা

ଦେ. କ୍ରି —

କ୍ରୁଦ୍ଧ ହୋଇ ରହିବା; ରାଗାନ୍ବିତ ହେବା — To be angry.

ପାଣ୍ଡବଙ୍କ ସହ ଅଛି ୟା ତାଙ୍କ ସ୍ନେହ ଆସଘେନି ଛାଡ଼ି ମାରିବେ ବହି କୋହ କୃଷ୍ଣସିଂହ. ମହାଭାଗରତ. ବନ