କୋୟର
ଦେଖଣା
କୋୟର —
ଉଚ୍ଚାରଣ: Koyara
ଦେ. ବି. (ସଂ. କିଂକର) —
ଚାକର; ଭୃତ୍ୟା; ଦାସ — Servant; slave.
ସେବିଥିବି ପାଦେ କୋୟର ପରି ମୁହିଁ କୃଷ୍ଣସିଂହ. ମହାଭାରତ. ଆଦି
କୋୟର —
ଉଚ୍ଚାରଣ: Koyara
ଦେ. ବି. (ସଂ. କିଂକର) —
ଚାକର; ଭୃତ୍ୟା; ଦାସ — Servant; slave.
ସେବିଥିବି ପାଦେ କୋୟର ପରି ମୁହିଁ କୃଷ୍ଣସିଂହ. ମହାଭାରତ. ଆଦି