Jump to content

କୌକ୍କୁଟିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌକ୍କୁଟିକ
ଉଚ୍ଚାରଣ: K&aline;&uline;kkuṭika

ସିଂ. ବି. ପୁଂ. (କୁକ୍କୁଟ+ସମ୍ବନ୍ଧାର୍ଥେ. ଇକ) —

୧: କୁକୁଡ଼ା ପାଳିବା ୟାହାର ବ୍ୟବସାୟ — ୧. A Poulterer

୨: ଯେଉଁ ସନ୍ନ୍ୟାସୀ ପୋକଯୋକଙ୍କୁ ଗୋଡ଼ରେ ମାଡ଼ି ପକାଇବା ଭୟରେ ସବୁବେଳ ତଳକୁ ଚାହିଁ ଚାହିଁ ଚାଲେ — ୨. A mendicant who always walks by fixing his eyes on the ground lest he tread on any warm.

୩: ମିଥ୍ୟାଚାରୀ ବ୍ୟକ୍ତି —୩. A hypocrite.