କୌକ୍ଷେଯ
ଦେଖଣା
କୌକ୍ଷେୟ —
ଉଚ୍ଚାରଣ: K&aline;&uline;ksheya
ସଂ. ବିଣ. (କୃଷି+ସମ୍ବନ୍ଧାର୍ଥେ. ଏୟ) —
ପେଟ ନିକଟରେ ବନ୍ଧାହେଇଥିବା — Tied near the belly.
ସଂ. ବି —
୧: ଖଡ୍ଗ; ତରବାରି — ୧. A sword; scimitar.
୨: କୁକ୍ଷିବଦ୍ଧ ଖଡ୍ଗ — ୨. A sword hung from the sides.