Jump to content

କୌଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଟ
ଉଚ୍ଚାରଣ: K&aline;&uline;ṭa

ସଂ. ବିଣ ପୁଂ. (କୂଟ=କପଟ ବା କୋଟି=ଗୃହ+ସ୍ବାଥେ. ଅ) —

୧: ଯେଉଁ କାରିଗର ଆପଣା ଘରେ ରହି କାମ କରେ —୧. (artisan) Working in his own house; independent (artisan)

୨: ଗ୍ରାହସ୍ଥ —୨. Domestic; home-bred.

୩: ଠକ; ପ୍ରତାରକ —୩. Fraudulent.

୪: ଜାଲ ବା ଫାଶ ଦ୍ବାରା ଧରା ଯାଇଥିବା — ୪. Snared (animal)

୫: ଗ୍ରାମ୍ୟ —୫. Rural.

୬: ମିଥ୍ୟାସାକ୍ଷ୍ୟ ଦେବା (ବ୍ୟକ୍ତି) — ୬. Giving false evidence.

ସଂ. ବି —

କୂଟୁଜ ବା ବଣମଲ୍ଲୀ; କୋରୁଆଁ (ଦେଖ) koruāñ (See)