Jump to content

କୌଟତକ୍ଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଟତକ୍ଷ
ଉଚ୍ଚାରଣ: K&aline;&uline;ṭataksha

ସଂ. ବି. (କୌଟ=ଗ୍ରାମ୍ୟ, ଗ୍ରାମସ୍ଥିତ+ତକ୍ଷନ୍=ବଢ଼େଇ) —

ଯେଉଁ ବଢ଼େଇ ପର ଘରେ ମୁଲ ନ ଲାଗି ଆପଣା ଘରେ ବସି କାମ କରି ଜୀବିକା ନିର୍ବାହ କରେ — A carpenter having his workshop at home.