Jump to content

କୌଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଟା
ଉଚ୍ଚାରଣ: K&aline;&uline;ṭā
কৌটা डब्बा

ପ୍ରାଦେ (ସମ୍ବଲପୁର) ବି (ସଂ. କଟ ଧାତୁ =ଆଛାଦନ କରିବା; ବଙ୍ଗଳାରୁ ଗୃହୀତ) —

ଛୋଟ ଡିବା; କରାଟ; ସଂପୁଟକ — A small metal case or box with a lid.