କୌଟିକ
ଦେଖଣା
କୌଟିକ —
ଉଚ୍ଚାରଣ: K&aline;&uline;ṭika
ସଂ. ବିଣ. (କୂଟ=ପାଶ + ସଂପାଦନାର୍ଥେ. ଇକ) —
୧: ପ୍ରତାରକ —୧. Fraudulent.
୨: କୂଟକାରୀ ବ୍ୟାଧ; ଯେଉଁ ବ୍ୟାଧ ଫାଶ ବସାଇ ଜନ୍ତୁ ଧରେ — ୨. A hunter who uses snares.
୩: ମାଂସବିକ୍ରେତା —୩. Seller of meat
୪: କଂସେଇ —୪. Butcher