Jump to content

କୌଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଠା
ଉଚ୍ଚାରଣ: K&aline;&uline;ṭhā
কোথা कहाँ

ଗ୍ରା. ବି —

କେଉଁ ସ୍ଥାନ? — which place?

[ଦ୍ର—ଏଥିରୁ ୨: ୟାରେ କୌଠାକୁ, ୫: ମୀରେ କୋଠାରୁ ୬: ଷ୍ଠୀରେ କୌଠାରେ;୭: ମୀରେ କୌଠାରେ ପଦମାନ ନିସ୍ପନ ହୁଏ]