କୌଣସି କୌଣସି
ଦେଖଣା
କୌଣସି କୌଣସି —
ଉଚ୍ଚାରଣ: K&aline;&uline;ṇasi k&aline;&uline;ṇasi
কোনকোন
कौनकौन
ଦେ. ସର୍ବନାମ (କୌଣସିର ବହୁବଚନ) —
୧: କେହି କେହି ବ୍ୟକ୍ତି; ଜଣେ ଜଣେ ଲୋକ —୧. (Plural) Some people.
୨: କୌଣସି ସ୍ଥାନମାନ —୨. Certain places; some places.
୩: କୌଣସି ବସ୍ତୁମାନ —୩. Some things.