Jump to content

କୌତୁକିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌତୁକିଆ
ଉଚ୍ଚାରଣ: K&aline;&uline;tukiā

ଦେ. ବିଣ. —

୧: ଆହ୍ଲାଦକର; ନୟନାନନ୍ଦକର — ୧. Fanciful to look at; delightful.

୨: କୌତୁକ କରିବାବଲା; ବିନୋଦନଶୀଳ — ୨. Sportive; frolicsome.