Jump to content

କୌତୁହଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌତୁହଳୀ
ଉଚ୍ଚାରଣ: K&aline;&uline;tūhaḻī

ସଂ. ବିଣ. (କୌତୂହଳ+ଅଛି ଅର୍ଥରେ. ଇନ୍) —

ଉତ୍ସୁକ — Eager; curious; inquisitive.

ପାନ୍ଥେ କୌତୂହଳୀ ଜାଣି ବିଭାବସୁ, କହିଲେ ସମ୍ବୋଧି ତହୁଁ ରାଧାନାଥ, ମହାୟାତ୍ରା