Jump to content

କୌତ୍ସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌତ୍ସ
ଉଚ୍ଚାରଣ: K&aline;&uline;tsa

ସଂ. ବି.—(ସଂ. କୁତ୍ସ+ଅପତ୍ୟାର୍ଥେ. ଅ) —

୧: ବରତନ୍ତୁଙ୍କ ଶିଷ୍ୟ ମୁନିବିଶେଷ —୧. A sage, the discipla of the sage Baratantu.

[ ଦ୍ର—ଗୁରୁଙ୍କୁ ଦକ୍ଷିଣା ଦେବାପାଇଁ ଏ ଧନ ମଣିନାକୁ ରଘୁଙ୍କ ପାଖରେ ପହଞ୍ଚିଥିଲେ]

୨: କୁତ୍ସ ଋଷିଙ୍କ ପ୍ରଣୀତ ସାମଗାନ — ୨. A hymn composed by sage Kutsa.