Jump to content

କୌଦାଳୀକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଦାଳୀକ
ଉଚ୍ଚାରଣ: K&aline;&uline;dāḻīka

ସଂ. ବି —

ମିଶ୍ରଜାତିବିଶେଷ — A mixed casta (Son of a Fisherman by a woman of the washerman caste).

[ ଦ୍ର—ଧୀବର ପିତା ଓ ରଜକୀ ମାତାଠାରୁ ଉତ୍ପନ୍ନ ବର୍ଣ୍ଣସଙ୍କର ଜାତି]