Jump to content

କୌନ୍ତେଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌନ୍ତେୟ
ଉଚ୍ଚାରଣ: K&aline;&uline;nteya

ସଂ. ବି. ପୁଂ (କୁନ୍ତୀ+ଅପତ୍ୟାର୍ଥେ. ଏୟ) —

୧: କୁନ୍ତୀଙ୍କ ପୁତ୍ର (ଯୁଧିଷ୍ଠିର, ଭୀମ ଓ ଅର୍ଜୁନ) — ୧. The three elder Pāṇḍaba-brothers; sons of Kuntī

୨: ଅର୍ଜୁନବୃକ୍ଷ — ୨. Terminalia Arjuna (tree)