କୌବେରୀ
ଦେଖଣା
କୌବେରୀ —
ଉଚ୍ଚାରଣ: K&aline;&uline;berī
ସଂ. ବିଣ. ସ୍ତ୍ରୀ (କୌବେର+ସ୍ତ୍ରୀ. ଈ) —
କୌବେର ଶବ୍ଦର ସ୍ତ୍ରୀଲିଙ୍ଗ —Feminine of K&aline;&uline;bera.
ସଂ. ବି (କୁବେର+ଅ+ସ୍ତ୍ରୀ. ଈ) —
୧: କୁବେରରକ୍ଷିତ ଦିଗ; ଉତ୍ତରଦିଗ —୧. The North; the quarter presided over by Kubera.
୨: କୁବେରଙ୍କ ଶକ୍ତି; ମାତୃକାବିଶେଷ — ୨. The energy of Kubera personified.
୩: କୁଢ଼ ଗୁଳ୍ମ —୩. The Plant Costus Speciosus or Arabicus (M.W.)