Jump to content

କୌମାରବ୍ରତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌମାରବ୍ରତ
ଉଚ୍ଚାରଣ: K&aline;&uline;mārabrata

ସଂ. ବି (କୌମାର+ବ୍ରତ) —

ଚିରକାଳ ଅବିବାହିତ ରହିବାର ନିୟମପାଳନ; ଚିରକୌମାର୍ୟ୍ୟ — Vow of celebacy or virginity.