Jump to content

କୌମାରହର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌମାରହର
ଉଚ୍ଚାରଣ: K&aline;&uline;mārahara

ସଂ. ବିଣ. ପୁଂ (କୌମାର+ହୃ ଧାତୁ+କର୍ତ୍ତୃ. ଅ) —

୧: ପିଲାକନ୍ୟାଙ୍କୁ ବିବାହ କରିଥିବା (ବ୍ୟକ୍ତି) — ୧. Marrying a girl-wife.

୨: କୁମାରୀ ରମଣକାରୀ — ୨. Deflouring; devirginating (M.W.)