କୌମାରିକ
ଦେଖଣା
କୌମାରିକ —
ଉଚ୍ଚାରଣ: K&aline;&uline;mārika
(କୌମାରିକା—ସ୍ତ୍ରୀ)
ସଂ. ବିଣ. ପୁଂ (କୁମାରୀ+ଉତ୍ପାଦନାର୍ଥେ. ଇକ) —
୧: ଯେ କେବଳ ଝିଅ ଜନ୍ମ କରେ — ୧. Father of girls.
୨: ଯେ କେବଳ ଝିଅଙ୍କୁ ବା କନ୍ୟାମନଙ୍କୁ ଦେଖିପାରେ; ଝିଅସୁଆଗିଆ —୨. Liking girls or daughters (M.W.)