Jump to content

କୌମାରିକେଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌମାରିକେୟ
ଉଚ୍ଚାରଣ: K&aline;&uline;mārikeya
(କୌମାରିକେୟୀ—ସ୍ତ୍ରୀ)

ସଂ. ବି. ପୁଂ (କୁମାରିକା+ଅପତ୍ୟାର୍ଥେ. ଏୟ) —

ଅବିବାହିତା ସ୍ତ୍ରୀ ଠାରୁ ଜାତ ସନ୍ତାନ; କାନୀନ ସନ୍ତାନ —Son born of an unmarried woman.