କୌମାରୀ
ଦେଖଣା
କୌମାରୀ —
ଉଚ୍ଚାରଣ: K&aline;&uline;mārī
ସଂ. ବିଣ. ସ୍ତ୍ରୀ (କୌମାର+ସ୍ତ୍ରୀ. ଈ) —
କୌମାରର ସ୍ତ୍ରୀଲିଙ୍ଗ — Feminine of K&aline;&uline;māra.
ସଂ. ବି —
୧: କାର୍ତ୍ତିକେୟଙ୍କ ଶକ୍ତି; ମାତୃକାବିଶେଷ — ୧. The energy of Kārttikeya personified.
୨: ବାରାହୀକନ୍ଦ; ଭୂଇଁ କଖାରୁ — ୨. A bulbuous root.
୩: ରାଗିଣୀବିଶେଷ —୩. Name of a musical air.