Jump to content

କୌମୋଦକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌମୋଦକୀ
ଉଚ୍ଚାରଣ: K&aline;&uline;modakī

ସଂ. ବି. ଧ (କୁମୋଦକ+ଅ+ସ୍ତ୍ରୀ. ଈ) —

ବିଷ୍ଣୁଙ୍କ ଗଦା —The mace of Bishṇu.

[ଦ୍ର—ଏହା ବରୁଣ ବିଷ୍ଣୁଙ୍କୁ ଦେଇଥିଲେ]