କୌର୍ମ
ଦେଖଣା
କୌର୍ମ —
ଉଚ୍ଚାରଣ: K&aline;&uline;rma
ସଂ. ବିଣ. (କୂର୍ମ+ସମ୍ବନ୍ଧାର୍ଥେ. ଅ) —
୧: କୂର୍ମ ବା କଚ୍ଛପସମ୍ବନ୍ଧୀୟ — ୧. Relating to a tortoise.
୨: ବିଷ୍ଣୁଙ୍କ କୂର୍ମାବତାରସମ୍ବନ୍ଧୀୟ — ୨. Relating to the Tortoiso Incarnation of Bishṇu.
(ଯଥା—କୌର୍ମପୁରାଣ)
ସଂ. ବି —
୧: କଳ୍ପବିଶେଷର ନାମ — ୧. Name of a Kaḻpa or Aeon of time.
୨: କୂର୍ମାସନ — ୨. A particular mode of being seated.