Jump to content

କୌଳଟିନେଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଳଟିନେୟ
ଉଚ୍ଚାରଣ: K&aline;&uline;ḻaṭineya
(କୌଳଟିନେୟୀ—ସ୍ତ୍ରୀ)

ସଂ. ବି. ପୁଂ. (କୁଳଟା+ଇନ୍+ଅପତ୍ୟାର୍ଥେ. ଏୟ) —

୧: କୁଳଟାପୁତ୍ର; ଅସତୀପୁତ୍ର — ୧. Whore son; son of an adulteress.

୨: ଜାରଜ —୨. Bastard.

୩: ଭିକ୍ଷା କରୁଥିବା ସ୍ତ୍ରୀର ପୁତ୍ର — ୩. Son of a beggar woman (M.W.)