Jump to content

କୌଳିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଳିକ
ଉଚ୍ଚାରଣ: K&aline;&uline;ḻika

ସଂ. ବିଣ. (ତୁଳ+ସମ୍ବନ୍ଧାର୍ଥେ. ଇକ) —

୧: କୁଳପରମ୍ପରା—ଗତ; ବଂଶାନୁଗତ — ୧. Customary in a family from generation to generation.

୨: ପିତୃପିତାମହିକ —୨. Ancestral; heriditary.

୩: କୁଳଧର୍ମ ପ୍ରବର୍ତ୍ତକ — ୩. Promulgating a family-custom or rite.

ସଂ. ବି —

୧: ତନ୍ତୀ —୧. Weaver.

୨: ବାମାଚାରୀ ବ୍ୟକ୍ତି; ତନ୍ତ୍ରୋକ୍ତ ଶକ୍ତି ଉପାସକବିଶେଷ — ୨. A follower of the Tantric Bāmāchāra. system of worship.

୩: ଦାମ୍ଭିକ ବ୍ୟକ୍ତି; ଧର୍ମବିଶ୍ବାସହୀନ ବ୍ୟକ୍ତି — ୩. A heretic.