Jump to content

କୌଳୀନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଳୀନା
ଉଚ୍ଚାରଣ: K&aline;&uline;ḻīnā

ସଂ. ବି. (କୌଳୀନ+ଆ) —

୧: ପରିବାରର ଗୁପ୍ତ କଥା — ୧. Family scandal (M.W.)

୨: ଅନୁଚିତ କର୍ମ —୨. Improper act (M.W.)

୩: ପଶୁ ପକ୍ଷୀ ଆଦିଙ୍କ ମଧ୍ୟରେ ଲଢ଼େଇ — ୩. Combat of animals, birds or snakes. (M.W.)

୪: ଦେହର ଗୁପ୍ତାଂଶ — ୪. Pudenda; privities (M.W.)