Jump to content

କୌଳୀନ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୌଳୀନ୍ୟ
ଉଚ୍ଚାରଣ: K&aline;&uline;ḻīnya

ସଂ. ବି. (କୁଳୀନ+ଭାବ. ୟ) —

୧: କୁଳୀନତା; ଉଚ୍ଚ ବଂଶରୁ ଜାତ ହେବା ଅବସ୍ଥା — ୧. High birth; nobility.

୨: ପାରିବାରିକ ସମ୍ମାନ —୨. Family honour.

୩: ପାରିବାରିକ ଦୁର୍ନାମ —୩. Family scandal.

୪: ବଙ୍ଗ ଦେଶରେ ରାଜା ବଲ୍ଲାଲସେନଙ୍କ ପ୍ରତିଷ୍ଠିତ ବଙ୍ଗ— ମର୍ୟ୍ୟାଦା ଅନୁସାରେ ଉଚ୍ଚ ବଂଶର କ୍ରମପଦ୍ଧତି — ୪. Orders of nobility instituted by King Ballālasena of Bengal.