କୌଳୀନ୍ଯ ପ୍ରଥା
ଦେଖଣା
କୌଳୀନ୍ୟ ପ୍ରଥା —
ଉଚ୍ଚାରଣ: K&aline;&uline;ḻīnya prathā
ସଂ. ବି —
ବଙ୍ଗ ଦେଶରେ ରାଜା ବଲ୍ଲାଲସେନଙ୍କ ପ୍ରତିଷ୍ଠିତ ଉଚ୍ଚବଂଶ ମଧ୍ୟରେ ବିବାହ ପ୍ରଥା — Kuḻinism in Bengal marriage system as governed by caste-rules obtaining in Bengal since the Time of King Ballālasena.
[ଦ୍ର—ଏହି ପ୍ରଥା ଅନୁସାରେ କୁଳୀନମାନେ ଆପଣାଠାରୁ ବଂଶ— ମର୍ୟ୍ୟାତାରେ ନୀଚତର କୁଳରୁ ବର ବା କନ୍ୟା ଆଣୁ ନ ଥିଲେ ଏଥିର ଫଳରେ କୁଳୀନମାନଙ୍କ ବଂଶରେ ବରପାତ୍ରର ଅଭାବ ହେବାରୁ ଏକ ଏକ କୁଳୀନ ବର ୧: ୫: କୁଳୀନା କନ୍ୟାଙ୍କୁ ନାମ ମାତ୍ର ବିବାହ କରୁଥିଲେ କ୍ରମଶଃ ବଙ୍ଗସମାଜରୁ ଏ ପ୍ରଥା କମିୟାଉ ଅଛି]